ଜଙ୍ଗଲ ଜମି ଅଧିକାରକୁ ନେଇ ତୁମୁଳକାଣ୍ଡ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଘର ପୋଡ଼ିବା ସହ ଏକର ଏକର ମକା ଚାଷ ନଷ୍ଟ କରିଦେଲେ ଶହଶହ ଆଦିବାସୀ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସାଙ୍ଘାତିକ ଖବର ।
#Nabarangpur #FireMishap #tribals #Odisha #ArgusNews