ଭାରତ ବଛର୍ ଦୁଇ ନମ୍ବର ପ୍ରୟାଗକ୍ଷେତ୍ର କୁହାଯାଉଥିବାର୍ ସୁବର୍ଣ୍ଣପୁର ଜିଲ୍ଲାର୍ ତ୍ରିବେଣୀ ସଙ୍ଗମସ୍ଥଳୀନେ ମହା ଆଳତୀ ।
ମହାନଦୀ, ତେଲ ନଦୀ ଓ କର୍ପୂର ନଦୀ ମିଶିଥିବାର୍ ଇ ଜାଗାନେ ପୂଜାର୍ଚ୍ଚନା କରିକିନା ସଫା ଆର୍ ସୁନ୍ଦର ରଖବାର୍ ଲାଗିର୍ ଲୁକମାନକୁଁ ବାର୍ତା ଦିଆଯାଇଥିଲା । ଦିନକେ ଦିନ ସହରର ମଇଳା ଡ୍ରେନ ପାଣି ଆର୍ ଅଳିଆ ଆବର୍ଜନା ଲାଗିର୍ ମହାନଦୀ ଖରାପ୍ ହେବାର୍ ବେଲକେ ଇଟାର୍ ସୁରକ୍ଷା ସବୁ ଅଂଚଳବାସୀଙ୍କର୍ ଲାଗିର୍ ଗୁଟେ ବ୍ରତ ହେଉ ବୋଲି ଆହ୍ବାନ କରାଯାଇଥିଲା ।
#MahanadiRiver #Tribeniriver #MangalaAlati #clean #dirtydrainwater #garbage #subarnapur #Odisha #ArgusNews