ଆଜି ତ୍ରିପୁରା ବିଧାନସଭା ନିର୍ବାଚନ । ୬୦ଟି ଆସନ ପାଇଁ ହେବ ଭୋଟିଂ । ମୈଦାନରେ ଅଛନ୍ତି ୨୫୯ ଜଣ ପ୍ରାର୍ଥୀ। ରାଜ୍ୟର ୨୮ ଲକ୍ଷ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
#ArgusNews #tripuraelections2023 #assemblyelection #Voting #National