#ତୁଳସୀନଗରର_ଚହଟିଲା_ବାସ
ସଉରା ସମ୍ପ୍ରଦାୟର ଛୋଟ ଏକ ଗାଁ ତୁଳସୀନଗର । ଗାଁରେ ସିନା ସଡକ ବିଜୁଳି ଓ ପିଇବା ପାଣି ସୁବିଧା ନଥିଲା ହେଲେ ଲୋକଙ୍କ ମନରେ ଥିଲା ଆଶ୍ଚର୍ଯ୍ୟଜନକ ସଂସ୍କାର । ଆଦିବାସୀ ଗାଁ ହେଲେହେଁ ଲୋକେ ନିଶାକୁ ନାଁ କହିଦେବା ସାଙ୍ଗକୁ ପ୍ରତିଦିନ କରୁଥିଲେ ସତସଙ୍ଗ । ଗାଁର ପ୍ରତିଟି ଘର ଆଗରେ ତୁଳସୀ ଚଉରା ଥିବା ବେଳେ ଲୋକଙ୍କ ଉଚ୍ଚ ସାଂସ୍କୃତିକ ଓ ସାମାଜିକ ଜୀବନକୁ ନେଇ ଖବର ପ୍ରସ୍ତୁତ କରିଥିଲା ଅର୍ଗସ ।
#ArgusNews #tulasinagar #tribalvillages #satsang #cultural #Ganjam #Gajapati #Odisha