ପ୍ଲେ ଅଫ ପୂର୍ବରୁ ମୁମ୍ବାଇ ଖିଲାଡୀଙ୍କ ବିପକ୍ଷରେ ନିଜର ବେଞ୍ଚ ଷ୍ଟ୍ରେଥ ପରୀକ୍ଷା କରିଛି ଓଡିଶା ଜଗରନଟ୍ସ । ଆଜିର ମ୍ୟାଚରେ ଦଳ ଏକାଧିକ ରେଗୁଲାର ଖେଳାଳିଙ୍କୁ ବିଶ୍ରାମ ଦେଇ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଥିବା ଓଡିସା ଜଗରନଟ୍ସର କୋଚ କହିଛନ୍ତି ।
#UltimateKhoKho #OdishaJuggernauts #Pune #sports #ArgusNews