#ଦୀପ_ତଳ_ଅନ୍ଧାର
#ରାଜଧାନୀ_ଉପକଣ୍ଠରେ_ଅପହଞ୍ଚ_ସରକାରୀ_ଯୋଜନା
ସରକାରୀ ଯୋଜନା ପ୍ରହସନ । ଦୀପ ତଳ ଅନ୍ଧାର । ଉପକଣ୍ଠରେ ଆବାସ ଯୋଜନା ବାଟବଣା ।ରାଜଧାନୀର ପାଖ ହୋଇଥିଲେ ବି ବଳରାମ ବେହେରାଙ୍କ ପରିବାରକୁ ମିଳୁନି ଘର। ପଞ୍ଚାୟତ ଅଫିସ ଦୌଡ଼ି ଦୌଡି ନୟାନ୍ତ ହେଲେଣି ପୁରା ପରିବାର
#ArgusNews #AwasYojana #PoorFamily #Helpless #Bhubaneswar #Odisha