#୧୯_ବର୍ଷରୁ_କମ_ଫିଫା_ମହିଳା_ବିଶ୍ୱକପର_ଲଞ୍ଚ_ହୋଇଛି_ଲୋଗୋ
ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ମହିଳା ବିଶ୍ୱକପ । ୪ଟି ପୋଟରେ ୧୬ ଟି ଦେଶର ଖେଳଳୀ ଦେଖାଇବେ ଚିତାକର୍ଷକ ଖେଳ ।ନର୍ଥ କୋରିଆ ସର୍ବାଧିକ 2 ଥର ବିଶ୍ୱକପ ଟାଇଟେଲକୁ ନିଜ ନାରେ କରି ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି ।
#WomensWorldCupFootball #ChiefMinister #NaveenPatnaik #KalingaStadium #Bhubaneswar #Odisha #ArgusNews