#ମୋଦିଙ୍କ_ନେତୃତ୍ବରେ_ଦିଲ୍ଲୀ_ଦରବାରରେ_ବଢ଼ିଛି_ଓଡ଼ିଆଙ୍କ_ଦବଦବା
2014 ପୂର୍ବର ସରକାର ଓ 2014 ପରର ସରକାର । ଓଡ଼ିଶା ପ୍ରତି କାହା ଅମଳରେ କେତେ ଅବଦାନ । କାହା ସମୟରେ ଓଡ଼ିଶାକୁ ମିଳିଛି କେତେ ଗୁରୁତ୍ବ । 2014ରେ ମୋଦି ଆସିବା ପରେ କେମିତି ଓଡ଼ିଶା ଓ ଓଡ଼ିଆଙ୍କୁ ଦିଲ୍ଲୀ ଦରବାରରେ ପ୍ରଦାନ କରାଯାଇଛି ଯଥୋଚିତ ସମ୍ମାନ । ସେନେଇ ମୋଦିଙ୍କ ନେତୃତ୍ବ: ଓଡ଼ିଶା ପାଇଁ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଶୀର୍ଷକ ସ୍ତମ୍ଭ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଏବେ ସାରିଆଡ଼େ ଚର୍ଚ୍ଚା ।
#PMNarendraModi #DelhiDurbar #Odiaheroism #UnionEducationMinister #DharmendraPradhan #ArgusNews