#ମୁଣ୍ଡ_ଉପରେ_ନାହିଁ_ବାପା_ମାଁଙ୍କ_ହାତ
#ତଥାପି_ଜୀବନ_ଯୁଦ୍ଧରେ_ହାରି_ନାହାନ୍ତି_ଏଇ_ଦୁଇ_ଭଉଣୀ\
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଏଇ ଦୁଇ ଭଉଣୀ ଏବେ ପରସ୍ପର ପାଇଁ ସାଜିଛନ୍ତି ସାହା ଭରସା। ଅର୍ପିତା ଆଉ ଅଙ୍କିତା ଜଣେ ନବମ ଶ୍ରେଣୀରେ ପାଠପଢ଼ୁଥିବା ବେଳେ ଆଉ ଜଣେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି l ବାପା ରାଜକିଶୋରଙ୍କ ୨୦୧୨ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲା ଓ ମାଆ ବି ୨ ଝିଅଙ୍କ ହାତ ଛାଡି ଆରପାରିକୁ ଚାଲିଯାଇଛନ୍ତିl ଏତେବଡ ଦୁନିଆରେ ଏକା ଦୁଇ ଭଉଣୀ।
#Kendrapada #Rajnagar #unfortunate #sisters #Odisha #ArgusNews