#ଆସନ୍ତା_୮ତାରିଖରେ_କଟକ_ଆସିବେ_କେନ୍ଦ୍ର_ଗୃହମନ୍ତ୍ରୀ_ଅମିତ_ଶାହା
ଏଥିପାଇଁ ଚଳଚଞ୍ଚଳ ହେଲାଣି କଟକ ବିଜେପି ଶିବିର । ତେବେ ଶାହାଙ୍କ ଭବ୍ୟ ସ୍ବାଗତ ପାଇଁ କଟକ ବିଜେପିର ପ୍ରସ୍ତୁତି ଜୋରଦାର । ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଛନ୍ତି ଅମିତ ଶାହା ।
#Cuttack #UnionHomeMinister #AmitShah #visit #Odisha #ArgusNews