କେନ୍ଦ୍ର ଆଇନମନ୍ତ୍ରୀଙ୍କ ନୁଆପଡା ଗସ୍ତ।ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ ସତ୍ୟପାଲ୍ ସିଂ ବଘେଲ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୂଖି ଯୋଜନା ଉପରେ ଆଲୋଚନା କରିଛନ୍ତି।
#Nuapada #LawMinister #UnionMinister #SPSinghBaghel #OdishaVisit #Odisha #ArgusNews