#କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନଙ୍କ_ବଡ_ଘୋଷଣା
ଆସନ୍ତା ଶୀତଳଷଷ୍ଠୀ ସୁଦ୍ଧା ସମ୍ବଲପୁରର ସମସ୍ତ ଗାଁକୁ ସଂଯୋଗ ହେବ ଇଣ୍ଟରନେଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଇ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବା ପାଇଁ ଓଡିଶାର ସବୁ ଗାଁକୁ କିପରି ଇଣ୍ଟରନେଟ୍ ସଂଯୋଗ ହୋଇପାରିବ ସେ ନେଇ କାର୍ଯ୍ୟ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
#UnionMinisterDharmendraPradhan #Sambalpur #development #ModiGovt #Odisha #ArgusNews