#ୟ୍ୟୁଟୁବର_ଇଶାକ_ମୁଣ୍ତାଙ୍କୁ_ସମ୍ବର୍ଦ୍ଧିତ_କଲେ_କେନ୍ଦ୍ର_ମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
ଜଣେ ଆଦିବାସୀ ଯୁବକ ହୋଇ ୟ୍ୟୁଟବରେ ଭିଡିଓ ଅପଲୋଡ କରି ଟଙ୍କା ରୋଜଗାର କରୁଛନ୍ତି । ଏହି ଯୁବକଙ୍କ ଉଦ୍ୟମ ସାରା ଦେଶ ବାସୀଙ୍କ ପାଇ ଉଦାହରଣ ପାଲଟିଛି । ସମ୍ବଲପୁର ଜୁଜୁମୁରାରେ ଅନୁଷ୍ଠିତ ବିଜେପିର ସମ୍ବର୍ଦ୍ଧନା ସଭାରେ କେନ୍ଦ୍ର ମନ୍ତ୍ରୀ ଏହି ସମ୍ବର୍ଦ୍ଧନା ଜଣାଇଥିଲେ ।
#sambalpur #UnionMinisterDharmendraPradhan #IshakMunda #Odisha #ArgusNews