ଆଜି ଦିନିକିଆ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବାହ୍ନ ସାଢ଼େ ୮ଟାରେ ଅନୁଗୁଳ ନାଲକୋ ଅତିଥି ନିବାସରୁ ବାହାରି ଦେବଗଡ଼ ଯିବେ
#ArgusNews #Deogarh #Angul #DharmendraPradhan #Odisha
Be the first to know any news. You will get latest stories and video updates through the day. You can turn them off anytime.