ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ୱାଗତ କଲେ ପାଇକ ସଂଗଠନ । ଭୁବନେଶ୍ବରରୁ ଢେଙ୍କାନାଳ ଅଭିମୁଖେ ବାହାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
#Bhubaneswar #Airport #DharmendraPradhan #welcome #PaikaSangathan #ArgusNews