#କେନ୍ଦ୍ର_କୃଷି_ମନ୍ତ୍ରୀଙ୍କୁ_ସାକ୍ଷାତ_କଲେ_ରାଜବୋରାସମ୍ବର_କୃଷକ_ସଂଘଠନ_ସଭାପତି
ପ୍ରଦୀପ ପୁରୋହିତ ରାଜବୋରାସମ୍ବର କୃଷକ ସଂଘଠନ ସଭାପତି ବାଞ୍ଜାନିଧି ନାୟକକୁ କେନ୍ଦ୍ର କୃଷୀ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସହ ସାକ୍ଷାତ କରାଇଲେ । ଚାଷୀଙ୍କ ସମସ୍ୟା ନେଇ କୃଷୀ ମନ୍ତ୍ରୀ ସହ ସଭାପତି କଣ ଆଲୋଚନ କଲେ ଶୁଣନ୍ତୁ ।
#ArgusNews #introduced #UnionAgricultureMinister #NarendraSinghTomar #Rajborasambar #Odisha