ବାରମ୍ବାର ଦାବିପରେ ରାସ୍ତା କାମ ହେଲା କିନ୍ତୁ ଠିକାଦାର ନିଜ ଇଛାରେ ତିଆରି କଲେ ଯାହାଫଳରେ ଆଜି ରାସ୍ତାରେ ଆଣ୍ଠୁଏ ଲେଖାଏଁ କାଦୁଅ। ଏହାକୁ ନେଇ ଅଭିନଵ ଢଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଏଭଳି ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ବ୍ଲକ ବଡ଼ଗୁଡୁଗୁଡ଼ିଆ ପଂଚାୟତରୁ...।
#Kaptipada #RoadProblem #UniqueProtest #ArgusNews