#ମିଶନ_ଫେଲରୁ_ଆଳୁର_ଅହେତୁକ_ଦରବୃଦ୍ଧି
#ଆଳୁ_ମିଶନ_ନାଁରେ_ଓଡିଶାବାସୀଙ୍କୁ_ଭୁଆଁ_ବୁଲାଇଥିଲେ_ରାଜ୍ୟ_ସରକାର
ମିଶନ ଫେଲରୁ ଆଳୁର ଅହେତୁକ ଦର ବୃଦ୍ଧି। ଆଳୁ ମିଶନ ନାଁରେ ଓଡିଶାବାସୀଙ୍କୁ ଭୁଆଁ ବୁଲାଇଥିଲେ ରାଜ୍ୟ ସରକାର। ଯାହାର ପରିଣାମ ସ୍ବରୂପ, ଆଳୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ। ସେପଟେ ଅଚଳାବସ୍ଥାରେ ଥିବା ରାଜ୍ୟର ୭୯ ଶୀତଳ ଭଣ୍ଡାର ଆଳୁ ଚାଷୀଙ୍କ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି
#Patato #FarmersProblem #OdishaGovt #Odisha #ArgusNews