ଆଜି ଉତ୍କଳ ଦିବସ । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ମାନ୍ୟତା। ଏହି ଦିନକୁ ମନେ ପକାଇବା ପାଇଁ ୧୯୩୬ ମସିହା ଠାରୁ ପାଳନ ହୋଇଆସୁଛି ଉତ୍କଳ ଦିବସ । ଓଡ଼ିଆ ବୀରଙ୍କ ସ୍ମୃତିଚାରଣ କରାଯିବା ସହ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି
#UtkalDivas #Odisha #linguisticstate #celebratedUtkalDivas #ArgusNews