ଗତ ସୋମବାର ଦିନ ଓଡିଶା ଡ୍ରାଇଭର ମହାସଂଘ ୧୧ ଦଫା ଦାବି ନେଇ ରାଜଧାନୀ ରାଜରାସ୍ତାରେ ଗର୍ଜିଥିଲା । ଏହି ବିକ୍ଷୋଭ ସମୟରେ କିଛି ଡ୍ରାଇଭର ମାନେ ମାଷ୍ଟରକ୍ୟାଣ୍ଟିନଠାରେ ଥିବା ଘୋଡା ଉପରେ ଚଢ଼ିଯାଇଥିଲେ । ରାଜଧାନୀର ପରିଚୟ ଓ ଐତିହ୍ୟ ଘୋଡ଼ା ଉପରେ ଚଢ଼ି ଯେଉଁ ଭଳି ଭାବରେ ଅସମ୍ମାନିତ କରାଗଲା ତାହାକୁ ବିରୋଧ କରି ଉତ୍କଳ ଛାତ୍ର ସଂଘ ମାଷ୍ଟରକ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି।
#Bhubaneswar #horsestatue #disrespectful #oppose #Utkalstudentunion #protest #Odisha #ArgusNews