#ଦେଶ_ବିରୋଧୀ_ତତ୍ତ୍ବଙ୍କ_ପଛରେ_ବଡ଼_ଷଡ଼ଯନ୍ତ୍ର
ଉତ୍କଳ ବିଶ୍ବବିଦ୍ୟାଳୟରେ ଦେଶ ବିରୋଧୀ ଏଜେଣ୍ଡା ମାମଲାରେ ସାଙ୍ଘାତିକ ଖୁଲାସା । ସେମିନାର ନାଁରେ ବିଶ୍ବବିଦ୍ୟାଳୟ ଭିତରେ ଚାଲିଥିଲା ବିଷମଞ୍ଜି ବୁଣା । ଦେଶ ବିରୋଧି ଫୁଲପ୍ରୁଫ୍ ପ୍ଲାନ୍ ପ୍ରସ୍ତୁତ କରିଥିଲା ସିଟିଜେନ୍ସ ଫୋରମ ନାମକ ସଂସ୍ଥା । ମିଛର ଢାଙ୍କୁଣି ଘୋଡ଼େଇ ହୋଇ ଡ୍ରାମା ରଚିଥିଲେ ଏହି ସଂସ୍ଥାର ମୁଖିଆ ।
#ArgusNews #UtkalUniversity #antinationalagenda #Odisha