#ସୁଆଣ୍ଡୋବାସୀଙ୍କ_ବହୁ_ପ୍ରତୀକ୍ଷାର_ଘଟିଲା_ଅନ୍ତ
#ଉତ୍କଳମଣୀଙ୍କ_ପୁନଃ_ବିକଶିତ_ଜନ୍ମପୀଠ_ହେଲା_ଲୋକାର୍ପିତ
#ଗୋପବନ୍ଧୁଙ୍କ_ଭବ୍ୟ_ପ୍ରତିମାର_ମୁଖ୍ୟମନ୍ତ୍ରୀ_କଲେ_ଉନ୍ମୋଚନ
ପ୍ରତିମୂର୍ତ୍ତିକୁ ସମ୍ମାନ ମାତ୍ର ପରିବାରକୁ ଉପେକ୍ଷା। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଭବ୍ୟ ପ୍ରତିମାର ଉନ୍ମୋଚନ ବେଳେ ଉତ୍କଳମଣୀଙ୍କ ଦାୟଦଙ୍କୁ ଗାଁକୁ ପୂରାଇ ଦେଲାନି ପୋଲିସ । ଆଉ ନିରାଶ ହୋଇ ଫେରିଆସିଲେ 90 ବର୍ଷୀୟା ନାତୁଣୀ ବୋହୂ ।
#ArgusNews #UtkalamaniGopabandhustatue #redeveloped #birthplace #ChiefMinister #NaveenPatnaik #Odisha