ଅସନ୍ତାକାଲି ଫେବ୍ରୁଆରୀ ୧୪ ଅର୍ଥାତ ପ୍ରେମ ସପ୍ତାହର ଦିନ । ଯାହାକୁ ଆମେ ଭାଲେଣ୍ଟାଇନଡେ ଭାବରେ ପାଳନ କରୁ । କିନ୍ତୁ ଏହି ଦିନକୁ କାଓ ହଗ୍ ଡେ' ଭାବେ ପାଳନ କରିବାକୁ ସବୁ ପଶୁ ପ୍ରେମୀଙ୍କୁ ଆହ୍ବାନ ଦିଆଯାଇଛି ।
#ArgusNews #ValentinesDay #celebrate #CowHugDay #Odisha