#ଘାତକ_ସାଜିପାରେ_ପନିପରିବା
ସ୍ନାୟୁ ଓ କ୍ୟାନସର ଭଳି ରୋଗରେ ହୋଇପାରନ୍ତି ଆକ୍ରାନ୍ତ । ଶୁଣିଲେ ଅ।ଶର୍ଯ୍ୟ ଲାଗୁଥିବା କିନ୍ତୁ କଥା ଟା ଏକଦମ ସତ । ଶୀଘ୍ର ଅମଳ ଓ ରୋଗପୋକ ଦାଉରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଯେଉଁ ରାସାୟନିକ କୀଟନାଶକ ବ୍ୟବହାର ହେଉଛି ତାହା ଅତ୍ୟନ୍ତ ଘାତକ ହୋଇପାରେ ବୋଲି ଚେତାଇ ଦେଇଛନ୍ତି କୃଷି ବିଜ୍ଞାନି । ବିଶେଷ କରି ପରିବା ହବ କୁହାଯାଉଥିବା ପୁରୀ ଜିଲ୍ଲା ପିପିଲି, ଡେଲାଙ୍ଗ ଓ ନିମାପଡା ଅଞ୍ଚଳରେ ଅତ୍ୟଧିକ କୀଟନାଶ ବ୍ୟବହାର ହେଉଥିବା ସତର୍କ କରାଇଛି ଜିଲ୍ଲା କୃଷି ବିଭାଗ ।
#vegetables #affected #diseases #Agricultural #scientists #chemical #odisha #ArgusNews