ଅବକାରୀ କାର୍ଯ୍ୟାଳୟ ପରିସର ଭିତରୁ ଜବତ ହୋଇଥିବା ଗାଡିକୁ ଖସାଇ ନେଇଗଲେ ଦ୍ରୁବୁତ। ଗାଡ଼ି ସହିତ ବେଆଇନ ମଦ କୁ ଜବତ କରିଥିଲା ଆଠଗଡ଼ ଅବକରୀ ବିଭାଗ। କିନ୍ତୁ ରାତିରେ ସେହି ଜବତ ଗାଡ଼ିକୁ ଖସାଇ ନେଇଗଲେ ମଦ ମାଫିଆ ବୋଲି ଅଭିଯୋଗ କରିଛନ୍ତି ଆଠଗଡ଼ ଅବକାରୀ ଅଧିକାରୀ।
#Athagarh #SeizedVehicle #theft #exciseoffice #Odisha #ArgusNews