#ଅଫେରା_ରାଇଜରେ_ଅଭିନେତା_ରାଇମୋହନ_ପରିଡା
ପୁରୀ ସ୍ବର୍ଗଦ୍ଵାରରେ ପଞ୍ଚଭୂତରେ ଲୀନ ହେଲେ ରାଇମୋହନ ପରିଡ଼ା । ଅଗଣିତ ସିନେ କଳାକାରଙ୍କ ଆଖିରେ ଲୁହ ଦେଇ ଚାଲିଗଲେ ରାଇମୋହନ । ଶୋକାକୁଳ ପରିବେଶରେ ଅନ୍ତମ ସଂସ୍କାର ହୋଇଛି ।
#VeteranOdiaactor #RaimohanParida #theatreactor #seniorartist #PassesAway #condolences #ArgusNews