#ଲାଲଗଡରେ_ତ୍ରିରଙ୍ଗାର_ବିଜୟ
#ନକ୍ସଲଙ୍କ_ଦୁର୍ଗ_ଭେଦିଛି_ତ୍ରିରଙ୍ଗା।
ମାଓ ଇଲାକାରେ ଫର ଫର ହୋଇ ଉଡିଛି ସ୍ବାଧୀନତାର ତିନି ରଙ୍ଗ।…. ଇଏ ମାଓ ପ୍ରଭାବିତ ମାଲକାନଗିରି, ଯେଉଁଠି ଦିନେ ଉଡୁଥିଲା ଲାଲ ପତାକା। ରକ୍ତର ହୋଲି ଖେଳୁଥିଲେ ନକ୍ସଲ। ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରୁଥିଲେ। ମାତ୍ର ଆଜି ସେଠାରେ ପରିସ୍ଥିତି ଭିନ୍ନ
#Malakngiri #independenceday #TrirangaFlag #Odisha #ArgusNews