ଏସଆଇଟିର ତଥ୍ୟ ଲିକ୍ ଅଭିଯୋଗ ହେବାପରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଇଁ ବଢିଲା ଅଡୁଆ ।ଜଉମୁଦ ଲଫାଫାରେ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ କେମିତି ଗଣମାଧ୍ୟମକୁ ଆସିଲା ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିଜେପି କହିଛି ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାପାଇଁ ସରକାର ବିଛାଇଛନ୍ତି ମାୟାଜାଲ....
#ArgusNews #Odisha #Nayagarh #Paree_Issue #SIT #JusticeForParee