ଶିକ୍ଷା ଏକ ବିଳାସ ନୁହେଁ, ବରଂ ଏକ ଅଧିକାର । ବାଣ୍ଟିବାର ଅଛି ଶିକ୍ଷାର ଆଲୋକ, ହଟାଇବାର ଅଛି ଅଜ୍ଞାନତାର ଅନ୍ଧକାର । ଏଭଳି ବାର୍ତ୍ତା ସହିତ ‘ସ୍କୁଲ ଅନ୍ ହ୍ୱିଲ’ ପ୍ରୟାସ ଆରମ୍ଭ କରିଛି ରୁଚିକା ସାମାଜିକ ସେବା ଅନୁଷ୍ଠାନ...
#ArgusNews #Odisha #Education #School_on_Wheel #Child_Education