ହେଲ୍ପ ଡେସ୍କ ଆରମ୍ଭ କଲା କମିଶନରେଟ ପୋଲିସ । ସହାୟତା ପାଇଁ ଜାରି କଲା ଫୋନ ନମ୍ବର । ଠକେଇ ହେବାର1 ଘଣ୍ଟା ମଧ୍ୟରେ 7440006709ରେ ଜଣାଇବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏମିତିକି ମହିଳାଙ୍କୁ ଯଦି କେହି ଫୋନ୍ କରି ହଇରାଣ ହରକତ କରୁଥିବ, ତାହେଲେ ଏ ସମ୍ପର୍କରେ ହେଲ୍ପ ଡେସ୍କକୁ ଜଣାଇ ପାରିବେ.....
#ArgusNews #Odisha #Bhubaneswar #Cyber #Hack #Help_Desk