ଘୋଷଣା ହେଉଛି ପ୍ରକଳ୍ପ ପରେ ପ୍ରକଳ୍ପ...ହେଲେ ଶୁଭ ଦିଆଯିବା ପରେ ସେମିତି ଫଳକରେ ସୀମିତ ରହିଯାଉଛି କାମ । ସୁନ୍ଦରଗଡରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ଅନେକ ପ୍ରକଳ୍ପ କାମ ଆରମ୍ଭ ହୋଇ ନଥିବା ବେଳେ ପୁଣି 16 ରେ 4 ହଜାର 8 ଶହ କୋଟି ପ୍ରକଳ୍ପର ଶୁଭ ଦେବାକୁ ରାଉରକେଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଅଧା ଅଧୁରା ପ୍ରକଳ୍ପକୁ ନେଇ ରାଉରକେଲାର ରାଜନିତି ରାଜଧାନୀରେ ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିରୋଧୀ....
#ArgusNews #Odisha #Sundargarh #Project #Foundation #BJP