ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଆସନ୍ତା 48 ଘଣ୍ଟାରେ ଆହୁରି ବଢିବ ତାପମାତ୍ରା । ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ 20 ଜିଲ୍ଲାକୁ ହିଟୱେଭ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ସୁବର୍ଣ୍ଣପୁରରେ ତତଲା ଝାଞ୍ଜିପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ହେଲେ ଜିଲ୍ଲାରେ ତାତିରୁ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନା ଜଳଛତ୍ର ଖୋଲାଯାଇଛି ନା ଥଣ୍ଡା ପାନୀୟ ପ୍ରକଳ୍ପ ଗୁଡିକର ମରାମତି କରାଯାଉଛି....
#ArgusNews #Odisha #Heat_Wave #Temperature