ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଚାଷୀଙ୍କୁ ଲୁଟ୍ ......ସମବାୟ ଋଣ ନାଁରେ ଚାଷୀଙ୍କୁ ଲଗାଇଛନ୍ତି କୋଟିକୋଟି ଟଙ୍କାର ଚୂନ । ଚାଷୀଙ୍କ ଖାତାକୁ ଆସିଛି ଲକ୍ଷଲକ୍ଷ ଟଙ୍କା....ହେଲେ ହାତକୁ ଆସିନି ଅର୍ଥ....ଚାଷୀଙ୍କ ଏହି ଅର୍ଥକୁ କିଏ କରିଲା ଲୁଟ୍ ତାହାକୁ ନେଇ ଉଠିଛି ପ୍ରଶ୍ନ ....
#ArgusNews #GurudiJhatia_Co_Operative_Scam