ବନ୍ୟାର ଦେଢମାସ ପରେ ବି ଧର୍ମଶାଳାର ମାମୁଁ-ଭଣଜା ଘାଇ ମୁକୁଳା । ଘାଇ ମରାମତି ନେଇ ବିଧାୟକ ନିରବ....ସାଂସଦଙ୍କ ମୁହଁରେ ତୁଣ୍ଡି.... ଦୁଃଖ ଶୁଣୁନାହାନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ.....ଦେଖାମିଳୁନି ସାଂସଦ ଶର୍ମିଷ୍ଠା ସେଠୀଙ୍କର....ଜିଲ୍ଲାପ୍ରଶାସନ ରହିଛି ନୀରବ, ତେବେ କିଏ ଶୁଣିବ ....
#ArgusNews #Jajpur #Mamu_Vanja_Ghai #PranabBalabantaray