ଅନିଶ୍ଚିତତା ଭିତରେ ଖଣ୍ଡଗିରି ଯାତ୍ରା ମହାସମର । ଚାଲିଛି ପ୍ରସ୍ତୁତି ହେଲେ ପ୍ରଶାସନ ପକ୍ଷରୁ ମିଳୁନି ଅନୁମତି
ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଏପର୍ଯ୍ୟନ୍ତ ହୋଇନି ନିଷ୍ପତ୍ତି । ପ୍ରତିବର୍ଷ ମେଳାରେ ଯାତ୍ରା ପରିବେଶଣ ମୁଖ୍ୟ ଆକର୍ଷଣ ପାଲଟିଥିାଏ । ହେଲେ କୋଭିଡ କଟକଣା ଯୋଗୁ ଚଳିତ ବର୍ଷ ଯାତ୍ର ପରିବେଶଣକୁ ନେଇ ଦେଖା ଦେଇଛି ଅନିଶ୍ଚିତତା....ଯାତ୍ରା ପରିବେଶଷ ନେଇ ସରକାର ଅନୁମତି ନଦିଅନ୍ତି ତେବେ ରାଜରାସ୍ତାକୁ ବସିବାକୁ ଯାତ୍ରାପାର୍ଟି ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ....
#ArgusNews #Odisha #khandagiri #jatra
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app