ନୁଆଁ ନୁଆଁ ଉଦ୍ଭାବନ ଜରିଆରେ ବିସ୍ମୟ ସୃଷ୍ଟିକରିଛନ୍ତି ନୟାଗଡ଼ ଜିଲ୍ଲାର ବିଟେକ ଛାତ୍ର ଅଂଶୁମାନ ମିଶ୍ର । ବିଶ୍ଵବ୍ୟାପୀ ମହାମାରୀକୁ ନେଇ ଆଶଙ୍କା ଥିବା ବେଳେ ଅଂଶୁମାନଙ୍କ ଏଭଳି ଉଦ୍ଭାବନ ଆଶା ଓ ଆଶ୍ଵସ୍ଥ କରାଇଛି....
#ArgusNews #Odisha #Nayagarh #New_Inovation #AnsumanMishra #GoodNews