ବିଚ୍ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ମହିଳାଙ୍କ ଚପଲ ମାଡ଼
ହୀରାକୁଦ ଥାନା ଅନ୍ତର୍ଗତ ଭିଏସଏସ କଲୋନୀ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦମ୍ପତ୍ତିଙ୍କ ହାଇଡ୍ରାମା। ସ୍ବାମୀଙ୍କୁ ଚପଲରେ ବାଡେଇଲେ ସ୍ତ୍ରୀ। ଦେଖନ୍ତୁ ପୂରା ଦୃଶ୍ୟ...
#ArgusNews #Odisha #Sambalpur #HusbandWife #Drama