ମନ୍ତ୍ରୀ ନବଦାସଙ୍କ ଉପରେ ଭାରୀ ପଡିଛନ୍ତି ବ୍ୟବସାୟୀ ନବଦାସ । ସଂପତ୍ତି ତାଲିକା ପ୍ରକାଶ ପରଠୁ ଚର୍ଚ୍ଚାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଗତ ଦୁଇ ବର୍ଷରେ ପ୍ରାୟ 25 କୋଟି ଟଙ୍କା ମୂଲ୍ୟର 80ଟି ଗାଡ଼ି କିଣିଥିବା ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ବିବାଦରେ ଛନ୍ଦି ହୋଇଛନ୍ତି ଝାରସୁଗୁଡ଼ା ବିଧାୟକ....
#ArgusNews #Odisha #Health_Minister #Naba_Das #Property