ଭୋକିଲା ମୁହଁରେ ହସ ଫୁଟାଇଲା ଦ ନ୍ୟୁ ହୋପ ସଂଗଠନ
ଲକଡାଉନ,ସଟଡାଉନ ଯୋଗୁଁ ମଣିଷ ଠାରୁ ଆରମ୍ଭ କରି ପଶୁ,ପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଦ୍ୟ ମୁଠାଏ ପାଇଁ ବିକଳ ହେଉଛନ୍ତି...ଆଉ ଠିକ୍ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଅସହାୟଙ୍କ ସାହା ପାଲଟିଛନ୍ତି ବାଲେଶ୍ୱରର ଦ ନ୍ୟୁ ହୋପ ସଂଗଠନ....
#ArgusNews #Odisha #Balasore #Corona #TheNewHope #Organization #Food