#ଆୟତ୍ତ_ହୋଇନି_ଶିମିଳିପାଳ_ନିଆଁ ଯଶୀପୁର ରେଞ୍ଜରେ ଜଳୁଛି ନିଆଁ । ୮ ରେଞ୍ଜରୁ ୫ଟି ରେଞ୍ଜରେ ବେଜଳୁଛି ନିଆଁ । ବୁଧବାର ରାତି ଗୋଟାଏ ପରେ ଆସିଥିବା ସାଟେଲାଇଟ୍ ରିପୋର୍ଟ ଅନୁଯାୟୀ ୧୩ ଟି ସ୍ଥାନରେ ଲାଗିଛି ନିଆଁ । ନଅଣା, କେନ୍ଦୁମୁଣ୍ଡି ରେଞ୍ଜରେ ଦୁଇଟି ଲେଖାଏଁ ସ୍ଥାନରେ ନିଆଁ ଲାଗିଥିବା ବେଳେ ତାଳବନ୍ଧ, ଗୁଡ଼ଗୁଡ଼ିଆ, ବରେହିପାଣି ରେଞ୍ଜରେ ତିନୋଟି ଲେଖାଏଁ ସ୍ଥାନରେ ନିଆଁ ଲାଗିଛି ... #ArgusNews #Odisha #Similipala #fire