ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ପିଏଲଜିଏ ସପ୍ତାହ 8ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଗତ କିଛି ଦିନ ତଳେ ପାଟସାଲିଠାରେ ପୋଷ୍ଟର ବ୍ୟାନର ମାରି ସପ୍ତାହ ପାଳନ ପାଇଁ ମାଓବାଦୀ ଆହ୍ୱାନ ଦେଇଥିଲେ......
#ArgusNews #ArgusUpdate #Odisha #Rayagada #Maoist #PLGA