ବିଦ୍ୟାଳୟ କାମରେ ଦୁର୍ନୀତିର ଗନ୍ଧ.....ବିଦ୍ୟାଳୟ କାମ ପାଇଁ ଟଙ୍କା ମଞ୍ଜୁର ହୋଇଛି ହେଲେ ଟଙ୍କା ଯାଉଛି ଠିକାଦାରଙ୍କ ପକଟେକୁ । ଠିକାଦାର ହେଉଛନ୍ତି ମାଲେମାଲ୍ ଆଉ ବିଦ୍ୟାଳୟର ହେଉଛି ରାଜସ୍ୱ ହାନୀ......ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଧିନସ୍ଥ ଶାନ୍ତିପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ.....
#ArgusNews #Odisha #Jajpur #Badachana #School #BJD_Leader #Corruption