ଓଡିଶା ପୋଲିସ ଫୋର୍ସକୁ ଆଧୁନିକୀକରଣ ପାଇଁ ପର୍ଯ୍ୟାୟକ୍ରମେ ସରକାରଙ୍କ ପାଖକୁ ଆସିଥିଲା 1020କୋଟି 67 ଲକ୍ଷ । 2000 ରୁ 2020 ମଧ୍ୟରେ ଏହି ଅନୁଦାନକୁ ସାରିବାର ଥିଲା । କିନ୍ତୁ 20 ବର୍ଷ ପରେ ମଧ୍ୟ 90 କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି ...
#ArgusNews #Odisha #Odisha_Police #modernization