ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ ବାସ୍ତବରେ ଏହି ଯୋଜନା କାହା ପାଇଁ । ଦିବ୍ୟାଙ୍ଗକୁ ମିଳିପାରୁନି ଖଣ୍ଡିଏ ଘର । . ପରର ବାରଣ୍ଡାରେ ମୁଣ୍ଡ ଗୁଂଜୁଛନ୍ତି ସଂକ୍ରର୍ଷଣ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ଅଧିନସ୍ତ ବଡ଼ବର୍ଚ୍ଚିକୟାଁ ଗ୍ରାମରେ Iସହାୟତା ପାଇଁ ନିବେଦନ କରୁଛନ୍ତି ହେଲେ କେହି ଶୁଣୁନାହାନ୍ତି ଗୁହାରୀ ।
#ArgusNews #Bhadrak #HelpLess #AwasYojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app