ପରକିଆ ପ୍ରିତି ପାଇଁ ନୟାଗଡ ସଦରଥାନା ଜଗନ୍ନାଥପୁରୁ ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ମୃତ ମହିଳା ଜଣଙ୍କ ହେଲେ ଗିତାଜଂଳି ବେହେରା ।ଗୀତା ତାଙ୍କ ସ୍ଵାମୀଙ୍କୁ ଛାଡି ସ୍ଵାମୀଙ୍କ ସାଙ୍ଗ ଅଟୋ ଚାଳକଙ୍କ ସହ ଫେରାର ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । #ArgusNews #Odisha #Death #Women #Nayagarh