ନେସନାଲ ଇନଫରମେଟିକସ ସେଣ୍ଟର ରେ ସାଇବର ଆଟାକ
100 ରୁ ଅଧିକ କମ୍ପ୍ୟୁଟର ହ୍ୟାକ
ପ୍ରଧାନମନ୍ତ୍ରୀ , ସୁରକ୍ଷା ପରାମର୍ଶ ଦାତା, ଓ ଅନ୍ୟ ଗୁରୁତ୍ବପୁର୍ନ କାର୍ଯ୍ୟାଳୟ ର ତଥ୍ୟ ଚୋରୀ ର ସଂଦେହ
ଚୀନର ଗୁପ୍ତଚର ସଂସ୍ଥା ଦ୍ବାରା ଭାରତୀୟ ଙ୍କ ଡାଟା ସଂଗ୍ରହ ରିପୋର୍ଟ ପରେ ପୁଣି ସଂଦେହ ଘେରରେ ଚୀନ
#CyberHack #ChinaCyber #NIC