#ଥିଲେ_ଯବାନ_ଏବେ_କିଷାନ
ଭାରତୀୟ ସୈନ୍ୟ କେବେ ଥକେନାହିଁ କି କ୍ଲାନ୍ତ ହୁଏ ନାହିଁ । ଜୀବନର ପ୍ରତିଟି ମୁହୂର୍ତ୍ତକୁ ସମର୍ପି ଦିଏ ମା ମାଟିର ସୁରକ୍ଷା ପାଇଁ । ଦିନେ ଯବାନ ହୋଇ ସୀମାରେ ଶତ୍ରୁକୁ ମୁକାବିଲା କରୁଥିଲେ ଆଉ ଏବେ ଗାଁ ମାଟିକୁ ଫେରି ଯବାନରୁ ପାଲଟିଛନ୍ତି କିଷାନ । ନିଆଳି ନୁଆଁଗାଁର କରୁଣାକର ଜେନା ଏବେ ଯୁବବର୍ଗଙ୍କ ପାଇଁ ଏଭଳି ଦୁଇ ଭୂମିକା ତୁଲାଇ ପାଲଟିଛନ୍ତି ନିଆରା ଆଦର୍ଶ...
#ArgusNews #Odisha #Cuttack #Jawan #Farmer #Good_News