କୋରାପୁଟ ଲକ୍ଷ୍ମୀପୁରରେ ଆୟୋଜିତ କେବିକେ ବଡି ବିଲଡିଂ ଆଣ୍ଡ ଫିଟନେସ ଚାମ୍ପିୟନସିପ୍ର ଇଏ ହେଉଛି ଦୃଶ୍ୟ । ଏଇ ଚାମ୍ପିୟନସିପ୍ରେ ଭାଗନେଇଥିଲେ କେବିକେ ଜିଲ୍ଲାର ପ୍ରତିଯୋଗୀ । ଫାଇନାଲ ରାଉଣ୍ଡରେ କଡା ଟକ୍କରରେ ବାଜି ମାରିନେଇଥିଲେ ଜୟପୁରର ଟି.ଶ୍ରୀକାନ୍ତ ରାଓ......
#ArgusNews #Odisha #Koraput #Body_building #Competition