ସରକାରଙ୍କ 5 ମନ୍ତ୍ରୀ ନୁହେଁ 5 ଗ୍ରହ ,ସରକାରଙ୍କୁ ଘେରି ରହିଛନ୍ତି ଏହି ପଞ୍ଚଗ୍ରହ I ଗ୍ରହ ତାଲିକାରେ ରହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ କିଶୋର ଦାସ ଓ ପ୍ରଫୁଲ ମଲ୍ଲିକ I ଏହି 5 ମନ୍ତ୍ରୀ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛନ୍ତି...ଆଉ ଏମାନଙ୍କ ସରକାର ଏବେ ବଦନାମ...
#ArgusNews #Odisha #BJD #CMO
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app