ପାହାଡି ଶୀତ ଅଞ୍ଚଳର ସ୍ୱାଦିଷ୍ଟ ଷ୍ଟ୍ରବେରି ଏବେ ଫଳୁଛି କେନ୍ଦୁଝର ରେ । ସେନାରୁ ଅବସର ନେଇଥିବା ଜଣେ ବ୍ୟକ୍ତିଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଛି । ୬ ଟି ଚାରାରୁ ନିଜ ବାଡ଼ିପଟେ ସଉକ ରେ କରାଯାଇଥିବା ଏହି ଚାଷ ଏବେ ୬୦୦ ଫଳଭର୍ତ୍ତି ଲତା ରେ କାୟା ମେଲାଇଛି । ଯୋଗାଇଦେଇଛି ସ୍ୱାଦ ଆଉ ମହକ । ଏହାକୁ ନେଇ ଜିଲ୍ଲାରେ ସୃଷ୍ଟି ହୋଇଛି ନୁଆଁ ସମ୍ଭାବନା ....
#ArgusNews #Keonjhar #StrawberryHub #StrawbeeryFarmer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app